News World Odisha
Current News Updates
Browsing Category

ରାଜ୍ୟ

ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୧୫ ଶହ ୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗିର-ଖୋର୍ଦ୍ଧା ୧୬କିଲୋମିଟର ରେଳପଥ ସହ ବିଛୁପାଲି ରେଳ ଷ୍ଟେସନ ଓ ନୂଆ ଟ୍ରେନ୍ ଚଳାଚଳର…

ଗେରୁଆ ରଙ୍ଗରେ ସଜେଇ ହେଉଛି ବଲାଙ୍ଗିର

ଗେରୁଆ ରଙ୍ଗରେ ସଜେଇ ହେଲାଣି ବଲାଙ୍ଗିର ସହର । ରାସ୍ତାଘାଟ ଚାରିଆଡ଼େ ଦିଶିଲାଣି ପଦ୍ମ ଚିହ୍ନର ଦଳୀୟ ପତାକା । ଛକକୁ ଛକ ବଡ଼ ବଡ଼ ହୋର୍ଡିଂ ସାଙ୍ଗକୁ ରାସ୍ତା କଡ଼ରେ ମୋଦିଙ୍କ ବ୍ୟାନର ବଲାଙ୍ଗିରରେ ନିର୍ବାଚନର ଭ୍ରମ ସୃଷ୍ଟି କଲାଣି । ରାସ୍ତା କଡ଼ର ଏହି ସାଜସଜ୍ଜାକୁ ଦେଖିଲେ ସହର ଯେ…

ବିଜେଡିରେ ମିଶିବେ ବିରୋଧୀ ବିଧାୟକ: କଂଗ୍ରେସରୁ ୪, ବିଜେପିରୁ ୩

ବିଜେଡି ମୁହାଁ ବିରୋଧୀ ବିଧାୟକ  । ନିର୍ବାଚନ ଯେତେ ପାଖେଇ ଆସୁଛି ନିଜ ଘର ଛାଡ଼ି ପର ଘରକୁ ଦୌଡ଼ୁଛନ୍ତି ବିରୋଧୀ  ବିଧାୟକ । କଂଗ୍ରେସ କ୍ୟାମ୍ପ ଓ ଗେରୁଆ ଗଳିରୁ ବାହାରି ସବୁଜ ଶଯ୍ୟାରେ ଶାନ୍ତିରେ ଶୋଇବାକୁ ବିଛଣା ସଜାଡ଼ିଲେଣି ବିରୋଧୀ ବିଧାୟକ । ତେବେ ସବୁଜ ଶିବିରକୁ ଆସିବାରେ ଅନେକ ନାଁ…

ପ୍ରଧାନମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ୫ ପ୍ରଶ୍ନ

ଆସନ୍ତାକାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ । ତେବେ ଗସ୍ତ ପୂର୍ବରୁ ପିସିସି…

ଅଲଗା କଲେ ଆତ୍ମହତ୍ୟା କରିବୁ: ସମଲିଙ୍ଗୀ ଦମ୍ପତି

କେନ୍ଦ୍ରାପଡ଼ା: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର ପ୍ରଥମ ସମଲିଙ୍ଗୀ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ୨ ଯୁବତୀ । ସାରା ଜୀବନ ଏକାଠି ରହିବା ସହ ଭବିଷ୍ୟତରେ ଅସୁବିଧା ହେଲେ ଆଇନର ସହାୟତା ନେବେ ନାହିଁ ବୋଲି ଶପଥ ନେଇଥିବା ଦମ୍ପତିଙ୍କୁ କିନ୍ତୁ ଥାନାର ଦ୍ବାରକୁ  ଆସିବାକୁ…

କାଳିଆକୁ କରାଯିବ ନାହିଁ ଅବହେଳା

ଏଣିକି କାଳିଆକୁ କରାଯିବ ନାହିଁ ଅବହେଳା । ନୀତି ବିଳମ୍ବ କଲେ କଟିବ ପାଉଣା । ପୁରୀ ଶ୍ରୀମନ୍ଦିରରେ ବାରମ୍ବାର କଳିଆର ନୀତି ବିଳମ୍ୱ କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ନେଇଛି କଡା ଆଭିମୁଖ୍ୟ । ଏଣିକି ନୀତି ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏ ନେଇ ସବୁ ସେବାୟତ…

କଣ କରିବେ କିଶୋର : ଆଲିଙ୍ଗନ ନା ଇର୍ଷା…?

ଝାରସୁଗୁଡ଼ାର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । କେତେବେଳେ ବିଧାୟକ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶୁଥିବା ଚର୍ଚ୍ଚାକୁ ନିଜେ ପୂର୍ଣ୍ଣଚ୍ଛେଦ ଟାଣୁଛନ୍ତି ତ ପୁଣି କେତେବେଳେ ନିଜେ ନିଜକୁ ଚର୍ଚ୍ଚିତ କରୁଛନ୍ତି । ତେବେ ନବଙ୍କର ଏହି ଦୋଗଲିଆ…

ମଝି ନଇରେ…ଡଙ୍ଗାଭିତରେ….!

ନଦୀ ପାର ବେଳେ ଡଙ୍ଗାଭିତରେ ପ୍ରସବ । ଏଭଳି ଅଭାୟନୀୟ ଘଟଣା ଘଟିଛି ମାଲକାନଗିରି  ଜିଲ୍ଲା ଚିତ୍ରକୋଣ୍ଡା ଦୋରାଘାଟ ଗାଁରେ । ବିଳମ୍ବିତ ରାତିରେ ପରମାନନ୍ଦଙ୍କ ପତ୍ନୀ ବତୀ ଖରାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲ ନେବା ପାଇଁ ଦେଶୀ ଡଙ୍ଗାରେ ନଦୀ ପାର ବେଳେ କନ୍ୟା ସନ୍ତାନ ଜନ୍ମ…

ବିଦ୍ୟାଳୟର ୬ଜଣ କର୍ମଚାରୀ ବହିଷ୍କୃତ ଓ ୪ଜଣ ନିଲମ୍ୱିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମଦେଇଥିବା ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ ନାବାଳିକା ମାଆ ଓ ଝିଅର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବିଳମ୍ବିତ…

କଟକ ଆକାଶରେ ବିଜେଡି ଗୁଡ଼ି

ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଯିବାର ପରମ୍ପରା ରହିଛି । ରାଜ୍ୟର କୋଣ ଅନୁକୋଣରେ ଗୁଡ଼ି ଉଡ଼ା ଯାଉଥିବାବେଳେ କଟକରେ କିନ୍ତୁ ଭିନ୍ନ ପ୍ରକାର ଗୁଡ଼ି ଉଡୁଥିବାର ଦେଖିବାକୁ ମିଳିଛି । ଉଡ଼ୁଥିବା ଗୁଡ଼ିରେ ବିଜୁ ଜନତା ଦଳର ଦଳୀୟ ଚିହ୍ନ ଓ ନବୀନଙ୍କ ଫଟୋ ଥିବା ଦେଖିବାକୁ ମିଳିଛି । ଗୁଡ଼ି…