News World Odisha
Current News Updates
Browsing Category

Uncategorized

ହସ୍ପିଟାଲରେ ବିଷ-ବିଶ୍ବାସ

ସାପ କାମୁଡିବା ପରେ ସାପକୁ ଧରି ମେଡିକାଲକୁ ଆସିଛନ୍ତି ଜଣେ ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମାଲକାନଗିରି ଏମଭି ୬୩ ଗାଁର ଯୁବକ ପାର୍ଥ ସରକାର । ଗାଧୋଉଥିବା ସମୟରେ ସାପ ଯୁବକଙ୍କ ଦୁଇ ଦୁଇଟି ସ୍ଥାନରେ

ଆଗ ଚକା ନ ଥାଇ ଲ୍ୟାଣ୍ଡିଂ କଲା ନ୍ୟାସନାଲ ଏୟାରଲାଇନ୍ସର ବିମାନ

ମିଆଁମାରରେ ପାଇଲଟଙ୍କ ଦୁଃସାହସିକ ବିମାନ ଅବତରଣ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୮୭ ଯାତ୍ରୀ । ବିମାନର ଆଗ ଚକା ନ ଥାଇ ଲ୍ୟାଣ୍ଡିଂ କରିଥିଲା ନ୍ୟାସନାଲ ଏୟାରଲାଇନ୍ସର ବିମାନ । ଆଗ ଚକା ନ ଥିବାରୁ କେବଳ ପଛ ଚକାରେ ଅବତରଣ କରିଥିଲା ବିମାନ । ବିମାନରେ ଥିବା ୮୭ ଯାତ୍ରୀ ଓ ୭ କ୍ରୁ

ଆଜିର ପଞ୍ଚାଙ୍ଗ: ୦୨/୦୫/୨୦୧୯

ଗୁରୁବାର, ୧୪୨୬ ସାଲ, ୧୯୪୧ ଶକାବ୍ଦ, ୨୦୭୬ ସମ୍ବତ୍, ମେଷ ୧୨ଦିନ, ପବିତ୍ର ବୈଶାଖ କୃଷ୍ଣ ୧୩ଶୀ ମୀନ ଚନ୍ଦ୍ର ଉତ୍ତରଭାବ୍ର ଦିବା ୦୧:୦୧ ଗତେ ରେବତୀ -ଘାତ ଚନ୍ଦ୍ର - ଧନୁ ରାଶିରଘାତ ବାର - ତୁଳା ଓ କୁମ୍ଭ ରାଶିରଯୋଗିନି - ଦକ୍ଷିଣେ ରାତି ୦୩:୨୦ ଗତେ ପଶ୍ଚିମେପୁଷ୍କର ଦୋଷ -

ଆଜି ଶେଷ ପେପର: ମେ’ ୨୩ରେ ରେଜଲ୍ଟ

ଆଜି ସରୁଛି କୁରୁକ୍ଷେତ୍ର ଯୁଦ୍ଧ । ଓଡ଼ିଶା ବିଧାନସଭା ଦଖଲ ଲାଗି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ସମେତ ବାମଦଳ ଆଦି ଏହି ପ୍ରକ୍ରିୟାରେ ଭାଗ ନେଇ ଜୋରଦାର ପ୍ରଚାର କରିଥିଲେ। ୨୧ ଲୋକସଭା ଆସନ ମଧ୍ୟରୁ କିଏ କେତେ ଅଧିକ ଆସନ ପାଇବେ, ସେ ନେଇ ପ୍ରଚାର

ତାପରେ ଜଳୁଛି ଅଧା ଓଡିଶା: ତାଳଚେରରେ ସର୍ବାଧିକ ୪୬.୩ ଡିଗ୍ରୀ ତାପମାତ୍ରା

ତାପରେ ଜଳୁଛି ଅଧା ଓଡିଶା । ୪୦ ଡିଗ୍ରୀ ପାରଦ ଉପରେ ରହିଛି ୧୪ଟି ସହରର । ତାଳଚେର ସହରରେ ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରୀ ଥିବାବେଳେ ଟିଟିଲାଗଡରେ ୪୪.୫ ଡିଗ୍ରୀ, ଝାରସୁଗୁଡାରେ ୪୩.୨ ଡିଗ୍ରୀ, ଅନୁଗୁଳରେ ୪୩.୧ ଡିଗ୍ରୀ, ସମ୍ବଲପୁରରେ ୪୩ ଡିଗ୍ରୀ, ବଲାଙ୍ଗିରରେ ୪୩ ଡିଗ୍ରୀ,

ଆଜିର ପଞ୍ଚାଙ୍ଗ: ୨୪/୦୪/୨୦୧୯

ଆଜିର ପଞ୍ଚାଙ୍ଗ: ୨୪/୦୪/୨୦୧୯ ବୁଧବାର ୧୪୨୬ ସାଲ, ୧୯୪୦ ଶକାବ୍ଦ, ୨୦୭୫ ସମ୍ବତ୍,ମେଷ ୧୧ଦିନ ପବିତ୍ର ବୈଶାଖ କୃଷ୍ଣ ୫ମୀ ଦିବା ୧୧:୩୧ ଗତେ ୬ଷ୍ଠୀ ଧନୁ ଅହୋରାତ୍ରମୂଳା ସଂଧ୍ୟା ୦୬:୩୪ ଗତେ ପୂର୍ବାଷାଢାଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିରଘାତ ବାର - କର୍କଟ ରାଶିରଯୋଗିନି - ଦକ୍ଷିଣେ

ତତଲା ତାୱାରେ ଭାଜି ହେଲା ତାଳଚେର…

ରାଜ୍ୟରେ ବଢ଼ିଛି ତାପମାତ୍ର । ଗ୍ରୀଷ୍ମପ୍ରକୋପ ଜାରି ରହିବା ସହିତ ରାଜ୍ୟର ୯ଟି ଜିଲ୍ଲା ୪୦ ଡିଗ୍ରୀ ଉପରେ ଅଛି । ତେବେ ତାପମାତ୍ରା ୪୩.୧ ସହ ତାଳଚେର ସହର ସବୁଠୁ ଉତ୍ତପ୍ତ ରାଜ୍ୟ ଭାବେ ପ୍ରଥମ ସ୍ଥାନରେ ରହିଛି । ଏହାପରେ ଟିଟିଲାଗଡ଼ ୪୩ ଡିଗ୍ରୀ, ଅନୁଗୁଳ ୪୨.୭ ଡିଗ୍ରୀ,

କଳାହାଣ୍ଡି କୁରୁକ୍ଷେତ୍ର: କାହାକୁ ମିଳିବ କମନମ୍ୟାନଙ୍କ ସମର୍ଥନ?

କଳାହାଣ୍ଡି ଲୋକସଭା ଆସନରେ ତିନି ଟାଣୁଆ ନେତା ରାଜନୀତି ମୈଦାନରେ ନିଜର କସରତ ଆରମ୍ଭ କରିଦେଇଛନ୍ତି । ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ ଏହି ଲୋକସଭା ଆସନରେ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପିର ବଡ଼ପଣ୍ଡା ତଥା ସଭାପତି ବସନ୍ତ ପଣ୍ଡା ଏହି ଲୋକସଭା ଆସନରେ ପାଇଁ ପଦ୍ମରୁ

ଦୁଇ ବର୍ଷ ହେବ ମାଲିକ ସହ ରହୁଥିଲେ ୪୫ଟା ସାପ…

ଘର କିମ୍ବା ଆଖପାଖରେ ଯଦି ସାପ ଦେଖିବାକୁ ମିଳେ ତେବେ ଭୟରେ ଅବସ୍ଥା ଖରାପ ହୋଇଯାଇଥାଏ । କିନ୍ତୁ ଥରେ ଭାବନ୍ତୁ ସେଇ ବ୍ୟକ୍ତିର କଣ ଅବସ୍ଥା ହୋଇଥିବ ଯେତେବେଳେ ସେ ଜାଣିବାକୁ ପାଇଥିବ ତା ଘରେ ଏକ ନୁହେଁ ଦୁଇ ନୁହେଁ ବରଂ ୪୫ଟି ସାପ ଅଛନ୍ତି । ସେ ସମସ୍ତ ସାପ ବର୍ଷ ବର୍ଷ ଧରି ବ୍ୟକ୍ତି ଜଣଙ୍କ

ମାଲକାନଗିରିରେ ଧୁମଧାମରେ ପାଳିତ ହେଉଛି ମା’ ମୁତ୍ୟୋଲମ୍ମାଙ୍କ ପୂଜାର୍ଚ୍ଚନା…

ପରମ୍ପରା ବହୁ ପୁରୁଣା….ଫଗୁଣରେ ଚାଲିଛି ମା’ମୁତ୍ୟୋଲମ୍ମାଙ୍କ ପୂଜାର୍ଚ୍ଚନା…ମାଲକାନଗିରିରେ ଧୁମଧାମରେ ପାଳିତ ହେଉଛି ବଡଯାତ୍ରା…ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ… ପରମ୍ପରା ବହୁ ପୁରୁଣା । ବର୍ଷ ବର୍ଷ ଧରି ପାଳନ ହେଉଛି । ତା ପୁଣି ସମ୍ପୁର୍ଣ୍ଣ ରୀତିନୀତିର ସହ । ମନଲୋଭା ପରିବେଶ