News World Odisha
Current News Updates
Browsing Category

ଦେଶ ବିଦେଶ

ପୀଡ଼ିତାଙ୍କୁ ନେଇ ‘ସୁପ୍ରିମ’ ରାୟ

ଏଣିକି ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାମାନଙ୍କ ନାମ ଓ ପରିଚୟ ପ୍ରକାଶ କରାଯିବ ନାହିଁ ବୋଲି ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାମାନଙ୍କ ନାମ…

ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ଭାରି ପଡିଲା ଚଳିତ ବିଧାନସଭା ନିର୍ବାଚନ

ମିଜୋରାମ ରେ ଏମ୍ଏନଏଫ୍ ଆଗୁଆ ଥିବା ବେଳେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥନହଓ୍ୱାଲାଙ୍କୁ ଭାରି ପଡିଲା ଚଳିତ ବିଧାନସଭା ନିର୍ବାଚନ । ଦୀର୍ଘ ୧୦ ବର୍ଷ ଶାସନକାଳରେ ରହିଥିବା ଥନହଓ୍ୱାଲା ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ସରେଛିପ୍ ଓ ଦକ୍ଷିଣ ଚମ୍ଫାଇରେ ହାରିଯାଇଛନ୍ତି । ପୂର୍ବରୁ ଦୀର୍ଘ…

କିମିଆ କଲେ କେସିଆର୍

ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍‌ଏସ୍‌)ର ଅଧ୍ୟକ୍ଷ ତଥା ତେଲେଙ୍ଗାନା ରଖୁଆଳ ଓ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଚଳିତ ବିଧାନସଭା ନିର୍ବାଚନରେ ବିଜୟଲାଭ କରିଛନ୍ତି । ଗଜୱେଲ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କେସିଆର୍‌ ପୁଣିଥରେ ତାଙ୍କ ଅସ୍ତିତ୍ୱର ପ୍ରମାଣ ଦେଇଛନ୍ତି…

ଇଣ୍ଡିଗୋରେ ଧୂଆଁ

ଇଣ୍ଡିଗୋ ଏୟାର ଲାଇନ୍ସରେ ସାମାନ୍ୟ ଅଗ୍ନିକାଣ୍ଡ । ସୋମବାର ରାତିରେ ପ୍ରାୟ ୧୩୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନରେ ହଠାତ୍‌ ଧୂଆଁ ବାହାରିବା ଦେଖିବାକୁ ମିଳିଲା । ତେଣୁ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ କୋଲକତାରେ ଏହାର ଜରୁରୀକାଳୀନ ଅବତରଣ କରାଯାଇଥିଲା…

ବିଜେପିର ନୂଆ ନାଁ….

ଦେଶର ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ମାହୋଲ ସରଗରମ ଥିବା ବେଳେ  ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ରେ କଂଗ୍ରେସର ସ୍ଥିତି ସୁଦୃଢ଼ ଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବିଜେପି ଉପରେ କଂଗ୍ରେସର ସ୍ଥିତି ସୁଦୃଢ଼ ଦେଖି ଏଥିପ୍ରତି କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ…

ମଧ୍ୟପ୍ରଦେଶରେ ଝୁଲା ବିଧାନସଭା ସମ୍ଭାବନା

ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ଯେଉଁ ଆଗୁଆ ସୂଚନା ମିଳୁଛି, ସେଥିରେ ଛତିଶଗଡ଼ରେ କଂଗ୍ରସେ ସରକାର ଗଠନ କରିବାକୁ ଯାଉଛି। ସେଠାରେ ଦୀର୍ଘ ୧୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ଓ ରମଣ ସିଂହଙ୍କୁ ଜନତା ଏହି…

ବିଜୟ ପଥରେ ଟିଆରଏସ

ତେଲେଙ୍ଗାନା ରେ ପୁଣି ଚାଲିବ କେସିଆରଙ୍କ ରାଜ। ତେଲେଙ୍ଗାନାରେ ପୁଣି ଥରେ ସରକାର ଗଢିବ ଟିଆରଏସ । ତେବେ  ଏକତରଫା ଭାବେ ନିର୍ବାଚନକୁ ଜିତି ନେଇଛନ୍ତି କସେିଆରଙ୍କ ସରକାର । ୧୧୯ ଆସନ ବିଶିଷ୍ଟ ଆସନରେ ଟିଆରଏସ ବହୁମତଠାରୁ ବହୁ ଅଧିକ ଆସନ ହାତେଇ ସରକାର ଗଠନ କରୁଛି । ଟିଆରଏସ ୮୭ ଟି ଆସନ…

ଦଉ ଦଉ ଉଭାନ ହେଉଛି ପ୍ରସାଦ…

ଆପଣମାନେ ଜାଣିଥିବେ ପବନ ପୁତ୍ର ହନୁମାନଙ୍କ ଉପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅମର ତତ୍ତ୍ୱର ଆଶୀର୍ବାଦ ରହିଛି । ଆଜି ଆଶୀର୍ବାଦର ଫଳ ସ୍ୱରୁପ ୟୁପିରେ ହନୁମାନଙ୍କ ଜୀବନ୍ତ ମୂର୍ତ୍ତି ରହିଛି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ହନୁମାନଙ୍କର ଏହି ଚମତ୍କାରିତା ବହୁ…

ମଧ୍ୟପ୍ରଦେଶରେ ମ୍ୟାଜିକ୍ ନମ୍ବର ଛୁଇଁଲା କଂଗ୍ରେସ

ରାଜସ୍ଥାନ ଏବଂ ଛତିଶଗଡ ପରେ ମଧ୍ୟପ୍ରଦେଶରେ ବାଜିମାତ୍ କଂଗ୍ରେସ । ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶରେ ବିଜେପିକୁ ପଛରେ ପକାଇ ଆଗକୁ ବଢି ଚାଲିଛି କଂଗ୍ରେସ । ରିପୋର୍ଟ ଲେଖିବା ସମୟ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ବିଜେପିକୁ ୯୯ଟି ଆସନ ମିଳିଥିବା ବେଳେ କଂଗ୍ରେସ ୧୧୬ଟି…

ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ଆଜି ଅପରାହ୍ଣ ସୁଦ୍ଧା ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ମାସ ଥିବାରୁ ଏହି ନିର୍ବାଚନ ଫଳାଫଳ ରାଜନୈତିକ ଦଳ ଗୁଡିକ ପାଇଁ ବେଶ୍ ଗୁରୁତ୍ୱ…