News World Odisha
Current News Updates
Browsing Category

ଦେଶ ବିଦେଶ

ଦିଦିଙ୍କ ନାଁରେ ଗୀତ ଗାଇ ବିବାଦରେ ବାବୁ…

ବିଶିଷ୍ଟ କଣ୍ଠଶିଲ୍ପୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବାବୁଲ ସୁପ୍ରିୟଙ୍କ ଦ୍ବାରା ପ୍ରସ୍ତୁତ ଜିଙ୍ଗିଲ୍ସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପକରି ସେହି ଜିଙ୍ଗିଲ୍ସରେ ତାଙ୍କୁ କଟାକ୍ଷ କରାଯାଇଛି । ଏନେଇ ମମତାଙ୍କ ଜଣେ

ବର୍ଷେ ପରେ ବନ୍ଧା ହେଲେ..

ଦୀର୍ଘ ୧୩ ମାସ ପରେ ବିଶିଷ୍ଟ ସୁନା ଓ ହୀରା ବ୍ୟବସାୟୀ ଓ ପିଏନବି ବ୍ୟାଙ୍କରୁ ୧୩୦୦୦ କୋଟି ଟଙ୍କା ନେଇ ଫେରାର ଥିବା ନୀରବ ମୋଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଲଣ୍ଡନର ହୋଲର୍ବନରୁ ଗିରଫ ହୋଇଛି । ନୀରବଙ୍କୁ ଗିରଫ ପରେ ତାଙ୍କୁ ଓ୍ବେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯାଇଛି । ୧୩୦୦୦

ପାରିକରଙ୍କ ସ୍ଥାନରେ ପ୍ରମୋଦ: ଆସ୍ଥା ଜିତିଲେ,ମୁଖ୍ୟମନ୍ତ୍ରୀ ହେଲେ

ଗୋଆରେ ପ୍ରମୋଦ ସାଓ୍ବନ୍ତ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ବହୁମତ ପ୍ରମାଣ ଦେଇଛି ବିଜେପି । ସାଓ୍ବନ୍ତ ସରକାର ବିଧାନସଭାରେ ବହୁମତ ପ୍ରମାଣ କରିବାରେ ସଫଳ ହୋଇଛନ୍ତି । ଗୋଆ ବିଧାନସଭାରେ ୪୦ ଆସନ ଥିବାବେଳେ ଏବେ ଏହା ୩୬କୁ ଖସି ଆସିଛି ।

ଦେଶର ପ୍ରଥମ ଲୋକପାଳ ନିଯୁକ୍ତ

ଦେଶର ପ୍ରଥମ ଲୋକପାଳଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି । ଜଷ୍ଟିସ୍ ପିନାକୀ ଘୋଷ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ତେବେ ଲୋକପାଳର ଅନ୍ୟ ୮ ଜଣଙ୍କ

ଆଜି ପ୍ରିୟଙ୍କା ଗାନ୍ଧୀଙ୍କ ଗଙ୍ଗା ଯାତ୍ରାର ଦ୍ୱିତୀୟ ଦିନ…

ଆଜି ପ୍ରିୟଙ୍କା ଗାନ୍ଧୀଙ୍କ ଗଙ୍ଗା ଯାତ୍ରାର ଦ୍ୱିତୀୟ ଦିନ । ମିଜାପୁର ସୀତାମୁଢି ଠାରୁ ଆଜିର ଯାତ୍ରା ଆରମ୍ଭ କରି ମଡହା ଗାଁ ନିକଟରେ ପହଞ୍ଚିବେ ପ୍ରିୟଙ୍କା । ପ୍ରଥମେ ସେ ବିନ୍ଧବାସିନୀଙ୍କୁ ଦର୍ଶନ ସାରି କାଳି ସ୍ୱାହା ଏବଂ ଅଷ୍ଟଭୂଜା ମନ୍ଦିରରେ ମା’ଙ୍କ ପୂଜା କରିବେ । ଏହାପରେ ସେ

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ…

ମନୋହର ପାରିକରଙ୍କ ଦେହାନ୍ତ ପରେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରମୋଦ ସାୱନ୍ତ । ପ୍ରମୋଦ ଗୋଆ ବିଧାନସଭାର ବାଚସ୍ପତି ଥିଲେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଗୋଆ ରାଜଭବନରେ ପ୍ରମୋଦଙ୍କୁ ରାଜ୍ୟପାଳ ମୃଦୁଲା ସିହ୍ନା ଶପଥ ପାଠ କରାଇଛନ୍ତି । ଏଥିସହ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ବିଲୀନ ହେଲେ ମନୋହର ପାରିକର

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ସଂସ୍କାର କରାଯାଇଛି । ଗୋଆର ମିରାମାର ବିଚ୍‌ରେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପାରିକରଙ୍କ ପଞ୍ଚଭୂତରେ ବିଲୀନ ହୋଇଛି ମରଶରୀର । ଏହି ଅବସରରେ ହଜାର ହଜାର ସମର୍ଥକ ଓ ପ୍ରଶଂସକଙ୍କ ସହ ପାରିକରଙ୍କ ଶେଷକୃତ୍ୟରେ

ଆଜିଠୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ…

ପ୍ରଥମ ପର୍ଯାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବିଜ୍ଞପ୍ତି ପ୍ରକାଶ କରିବେ। ଏହାସହ ଆଜିଠୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ଆଜି ରାହୁଲଙ୍କ ଅଧ୍ୟକ୍ଷତାରେ ବସିବ ସିଇସି ବୈଠକ: ଚୂଡ଼ାନ୍ତ ହେବ କିଛି ପ୍ରାର୍ଥୀଙ୍କ ନାଁ…

ଟିକଟ ଗଣିତ କଷୁଛି କଂଗ୍ରେସ । ସ୍କ୍ରିନିଂ କମିଟି ବୈଠକରେ କିଛି ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ ହୋଇଛି। ଆଜି ସଂଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସିଇସି ବୈଠକ ବସିବ । ଏଥିରେ ଚୂଡ଼ାନ୍ତ ହେବ କିଛି ପ୍ରାର୍ଥୀଙ୍କ ନାଁ ।

ପାରିକରଙ୍କ ବିୟୋଗରେ କ’ଣ କହୁଛନ୍ତି ତାଙ୍କ ଗୁରୁ ପ୍ରଶାନ୍ତ ପଟ୍ଟନାୟକ…

ମନୋହରଙ୍କ ସଫଲତା ହିଁ ମୋ ପାଇଁ ସୃଷ୍ଟି କରିଥିଲା ନୂଆ ପରିଚୟ । ତାଙ୍କୁ ଶିଷ୍ୟ ରୂପେ ପାଇବା ଥିଲା ଗର୍ବର ବିଷୟ । ମନୋହରଙ୍କ ବିୟୋଗରେ କୋହଭରା କଣ୍ଠ ଏହା କହିଛନ୍ତି ପ୍ରଫେସର ପ୍ରଶାନ୍ତ ପଟ୍ଟନାୟକ । ବମ୍ବେ ଆଇଆଇଟିରେ ଅଧ୍ୟକ୍ଷତା କଲା ବେଳେ ମନୋହରଙ୍କ ସହ ଥିଲା ନିବିଡ଼ ସଂପର୍କ ।