News World Odisha
Current News Updates
Browsing Category

ଦେଶ ବିଦେଶ

ଆସୁ ଆସୁ ଆଲୋକ ଆଉଟ୍: କାଲି ବସିଥିଲେ, ଆଜି ବିଦାହେଲେ

ପୁଣି ସଙ୍କଟରେ ସିବିଆଇ  । ସିବିଆଇକୁ ନେଇ ବିବାଦ ଟିକେ ଥମିଥିବା ବେଳେ ଆଜି ପୁଣି ଆଉଟ ହୋଇଛନ୍ତି ଆଲୋକ ବର୍ମା  । ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଛନ୍ତି ଆଲୋକ ବର୍ମା । ଆଲୋକଙ୍କୁ ତାଙ୍କ ପଦରୁ ହଟାଇଛନ୍ତି ଉଚ୍ଚସ୍ତରୀୟ ଚୟନ କମିଟି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା…

ଛୋଟ ବ୍ୟବସାୟୀଙ୍କୁ ଛାଡ଼

ନିର୍ବାଚନ ପୂର୍ବରୁ ବଦଳିଲା ମୁଡ୍‌ । କ୍ଷୁଦ୍ର ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ତି । ୪୦ ଲକ୍ଷ ଟଙ୍କାକୁ ବଢ଼ିଲା GST ଛାଡ଼ ସୀମା । ୩୨ତମ ଜିଏସ୍‌ଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏହି ସୀମା ଥିଲା ୨୦ ଲକ୍ଷ ଟଙ୍କା ଥିଲା। ସେହିପରି ଉତ୍ତର ପୂର୍ବ ରାଜ୍ୟଗୁଡ଼ିରେ ସୀମା ୨୦ ଲକ୍ଷ…

ଫେବୃୟାରୀ ୧ରେ ପେଡ଼ି ଖୋଲିବେ ଜେଟଲୀ

ଫେବୃୟାରୀ ୧ ରେ ସଂସଦରେ ଉପସ୍ଥାପିତ ହେବ ଚଳିତ ବର୍ଷର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ତାରିଖରେ ୨୦୧୯ ଆର୍ଥିକ ବର୍ଷର ଅନ୍ତରୀଣ ପେଡ଼ି ଖୋଲିବେ । ଜାନୁୟାରୀ ୩୧ରୁ ଫେବୃୟାରୀ ୧୩ ଯାଏଁ ଚାଲିବ ୧୪ ଦିନିଆ ବଜେଟ ଅଧିବେଶନ । ଏନଡିଏ ସରକାରର ଏହା ଶେଷ ବଜେଟ ହୋଇଥିବାରୁ ଅନ୍ତରୀଣ…

ଡେଟ୍ ରେ ଝିଅ ମାଗିଲା ପୁଅ ଦେହର ମାଂସ

ଆଜିର ଅତ୍ୟାଧୁନିକ ଯୁଗରେ ଯୁବପିଢ଼ୀ ଲାଗି ନିଜ ପସନ୍ଦର ସାଥୀ ବାଛିବା ବଡ଼ କଥା ନୁହେଁ। ଅନେକ ଡେଟିଂ ଆପ୍‌ ଜରିଆରେ ଯୁବତୀଯୁବକମାନେ ଯୋଡ଼ି ହେବା ସହ ନିଜ ପ୍ରେମିକ ଅଥବା ପ୍ରେମିକା ଖୋଜୁଛନ୍ତି। ଅନେକ ସଫଳ ହେଉଛନ୍ତି ମଧ୍ୟ। ମାତ୍ର ସୋସିଆଲ ମିଡିଆରେ କଥା ହେବା ସମୟରେ ସମ୍ମୁଖରେ ଥିବା…

ଘନଘନ ଘୁଞ୍ଚୁଛି ଅଯୋଧ୍ୟା ମାମଲାର ଶୁଣାଣି, ୨୯ରେ ପରବର୍ତ୍ତୀ ଶୁଣାଣି

ଆଜି ଅଯୋଧ୍ୟ ରାମ ମନ୍ଦିର ବିବାଦର ଶୁଣାଣି ହେବାକୁ  ଯାଉଥିବା ବେଳେ ଏହା ପୁଣି ଥରେ ଆଗାମୀ ଦିନକୁ ଘୁଞ୍ଚିଯାଇଛି । ଆଜି ମାମଲାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବାର ଥିବା ବେଳେ ଏହାକୁ ଜାନୁଆରୀ ୨୯ ଯାଏ ଘୁଞ୍ଚାଇ ଦିଆଯାଇଛି। ସାମ୍ବିଧାନିକ ଖଣ୍ଡପୀଠରେ ରହିଥିବା ଜଷ୍ଟିସ୍‌…

ବିସିସିଆଇ ନୋଟିସର ଜବାବ ରଖିଲେ ପାଣ୍ଡ୍ୟା

ନିର୍ଦ୍ଦେଶକ କରଣ ଜୋହରଙ୍କ ଚର୍ଚ୍ଚିତ ଟକ୍ ଶୋ କଫି ୱିଥି କରଣରେ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଥିବା ପାଣ୍ଡ୍ୟା ଏଥିପାଇଁ କ୍ଷମା ମାଗିଛନ୍ତି  । ପାଣ୍ଡ୍ୟା ଓ କେଏଲ୍‌ ରାହୁଲ ଏହି ଟକ୍‌ ଶୋରେ ଯୋଗଦେଇ ଅଶ୍ଳାଳୀନ ମନ୍ତବ୍ୟ ଦେଇଥିବାରୁ ବିସିସିଆଇ ଏମାନଙ୍କୁ…

ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି । ଏହି ଶୁଣାଣି ପାଇଁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠିତ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌. ଏ. ବୋବଡେ, ଏନ. ଭି. ରମଣା, ୟୁ. ୟୁ. ଲଲିତ ଓ ଡି. ଓ୍ଵାଇ ଚନ୍ଦ୍ରଚୂଡ଼…

ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ୧୦% ସବର୍ଣ୍ଣ ସଂରକ୍ଷଣ ବିଲ୍

ଲୋକସଭାରେ ପରେ ରାଜ୍ୟସଭାରେ ପାରିତ ହଲୋ ବହୁ ପ୍ରତୀକ୍ଷିତ ୧୦ ପ୍ରତିଶତ ସର୍ବଣ୍ଣ ସଂରକ୍ଷଣ ବିଲ । ମୋଦି ସରକାର ଆଣିଥିବା ସର୍ବଣ୍ଣ ସଂରକ୍ଷଣ ବିଲ ବହୁ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଯାଇଛି। ସମ୍ବିଧାନର ୧୨୪ତମ ସଂଶୋଧନ ବିଧୟେକ କାଲି ଲୋକସଭା ଆଉ ଆଜି ରାଜ୍ୟସଭାରେ ପାରିତ ହୋଇଛି।…

ନୀତିଶଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାରିଆଡ଼ୁ ମିଳୁଛି ସମର୍ଥନ । ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେଡିର ପ୍ରତିନିଧି ଦଳ ବିଭିନ୍ନ ରାଜ୍ୟକୁ ଯାଇ ଦଳୀୟ ମୁଖ୍ୟଙ୍କୁ ଭେଟି ଏହି ବାର୍ତ୍ତା ସମ୍ପର୍କରେ…

ଗୁଡ଼ିରେ ଉଡିବେ ରାଜନେତା

ପାଖେଇ ଆସିଲାଣି ମକର ସଂକ୍ରାନ୍ତି । ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ମକର ପର୍ବ ପାଳନ କରାଯାଇଥାଏ  । ତେବେ ଏବେଠୁ ଚାରିଆଡେ ଜୋରସୋରରେ ମକର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କିଏ ରଙ୍ଗବେରଙ୍ଗର ଗୁଡ଼ି ତିଆରି କରୁଛି ତ ଆଉ କିଏ ଭିନ୍ନ ଭିନ୍ନ ପ୍ରକାରର ସୁଆଦିଆ ମିଠା ଆଉ ଲଡୁ…