News World Odisha
Current News Updates
Browsing Category

ଦେଶ ବିଦେଶ

ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଦିଲ୍ଲୀ …

ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିବା ସୂଚନା ମିଳିଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନ-ଉତ୍ତର ପାକିସ୍ତାନ ସୀମାରେ ଥିବା ହିନ୍ଦକୁଶ ପର୍ବତମାଳା ବୋଲି

ନିର୍ବାଚନ କମିଶନଙ୍କୁ ଘେରିବେ ୨୦ ରାଜନୈତିକ ଦଳ

ଆସନ୍ତା ସପ୍ତାହରେ ଭାରତ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ୨୦ ରାଜନୈତିକ ଦଳ । ଇଲେକଟ୍ରୋନିକ୍ ଭୋଟିଙ୍ଗ ମେସିନ (ଇ.ଭି.ଏମ) କୁ କେନ୍ଦ୍ରକରି କଂଗ୍ରେସ ଦଳର ଅଧକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗ ଉପରେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିବେ । ଆଗକୁ

ନୂଆ ସିବିଆଇ ମୁଖ୍ୟ ଋଷି ଶୁକ୍ଲା

ସିବିଆଇ ନିର୍ଦ୍ଧେଶକ ହେବେ ଋଷି କୁମାର ଶୁକ୍ଲା ।୧୯୮୩ ବ୍ୟାଚର IPS ଋଷି ଶୁକ୍ଲା । ମଧ୍ୟପ୍ରଦେଶ କ୍ୟାଡର IPS ଅଧିକାରୀ ଋଷି ଶୁକ୍ଲା । ୨ ବର୍ଷ ପାଇଁ ନିର୍ଦ୍ଧେଶକ ପଦରେ କାର୍ଯ୍ୟ କରିବେ। ଉଚ୍ଚସ୍ତରୀୟ ଚୟନ କମିଟି ଦ୍ୱାରା ମନୋନୀତ ।

ପରିବେଶ ନିୟନ୍ତ୍ରଣ ପାଇଁ ବଜେଟ ନାହିଁ ..!

ଗତକାଲି ଆଗତ ହୋଇଥିବ ଶେଷ ବଜେଟ୍ ଅଧିବେଶନରେ ପ୍ରଦୂଷଣ ନିୟନ୍ତ୍ରଣ ବାବଦକୁ ସରକାରଙ୍କ ଏଭଳି ବଜେଟ ଉପସ୍ଥାପନା ନିଶ୍ଚିତ ଭାବେ ସାଧାରଣ ଜନତାଙ୍କୁ ଦୁଃଖ ପହଞ୍ଚାଇଛି ଅର୍ଥାତ ପରିବେଶ ବିଶେଷଜ୍ଞଙ୍କ କହିବାନୁଯାୟୀ, ପରିବେଶ ନିୟନ୍ତ୍ରଣ ବାବଦକୁ ସରକାର ଶତକଡା ୫୦ ଭାଗ ହ୍ରାସ

ଭାରତୀୟ ଯୁଦ୍ଧ ବିମାନ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ମୃତ

ଭାରତୀୟ ଯୁଦ୍ଧ ବିମାନ ମିରାଜ-୨୦୦୦ ବେଙ୍ଗଲୁରୁ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ସ୍କ୍ଵାଡେର୍ନ୍‌ ଲିଡର ସିଦ୍ଧାର୍ଥ ନେଗି ଓ ସ୍କ୍ଵାଡେର୍ନ୍‌ ଲିଡର ସମୀର ଅବରୋଲଙ୍କ ମୃତ୍ୟୁ ହୋଇଛି। ହାଲ୍‌ ଦ୍ୱାରା ଅପଗ୍ରେଡ୍‌ ହୋଇଥିବା ଏହି

୧୯ ବଜେଟର ୧୯ ବଡ଼ ପଏଣ୍ଟ

ସଂସଦ ପଡ଼ିଆରେ ଫାଇନାଲ ମ୍ୟାଚ । ଶେଷ ଓଭର ହାଇ ସସପେନ୍ସ । ଅସୁସ୍ଥତା କାରଣରୁ ଟିମରୁ ବାଦ ପଡ଼ିଥିବା ଜେଟଲୀଙ୍କ ଜାଗାରେ ପଡ଼ିଆକୁ ଓହ୍ଲାଇଲେ ପୀୟୂଷ  । ୧୯ର ସିଲ୍ଟ ହାତେଇବାକୁ ପଡ଼ିଆକୁ ପୀୟୂଷଙ୍କୁ ପଠାଇଲେ କପ୍ତାନ ମୋଦି  । ଆଉ କପ୍ତାନଙ୍କ ନିର୍ଦ୍ଦେଶରେ ଶେଷ ଓଭରରେ ଛକାଚୌକା ବର୍ଷା କଲେ

ବଜେଟରେ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ ପେନସନ

ଆଜି ଦିନ ୧୧ଟା ବେଳେ ୨୦୧୯ର ପେଡ଼ି ଖୋଲିଥିଲେ ପୀୟୂଷ ଗୋୟଲ୍ । ଯାହାକୁ ଦେଶବାସୀ ଅନେଇ ବସିଥିଲେ । ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ସାଧାରଣ ଜନତାଙ୍କ ପାଇଁ ପେଡ଼ି ଭିତର କ'ଣ ରଖିଛନ୍ତି ମୋଦି ସରକାର । ମୋଦି ସରକାରଙ୍କ ଏହା ଥିଲା ଶେଷ ବଜେଟ୍ । ବିଭିନ୍ନ ଦିଗରେ,

ଉପହାର ବଦଳରେ ଭୋଟ

କର୍ମଚାରୀଙ୍କ ପାଇଁ ମଧ୍ୟ ସଂସଦରେ ଏକ ଉପହାର ଘୋଷଣା କଲେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଅର୍ଥାତ ଗ୍ରାଚୁଇଟି ସୀମା ୧୦ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ’ ପେନସନ ଯୋଜନାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ୬୦ ବର୍ଷ

ବଜେଟରେ ‘ଗୋମାତା’

ଲୋକସଭାରେ ସାଧାରଣ ଜନତାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଘୋଷଣା କରୁଥିଲେ ଅର୍ଥ ମନ୍ତ୍ରୀ ପୀୟୂଷ ଗୋୟଲ୍‌ । 'ଗୋମାତା ପାଇଁ ଆମ ସରକାର କେବେ ପଛ ଘୁଞ୍ଚା ଦେବନି ' ବୋଲି ଲୋକସଭାରେ ଛାତି ବାଡେଇ କହିଛନ୍ତି ପୀୟୂଷ । ରାଷ୍ଟ୍ରିୟ ଗୋକୁଲ ମିଶନ ବା ରାଷ୍ଟ୍ରିୟ କାମଧେନୁ ଆୟୋଗ ରେ ସରକାର ଖର୍ଚ୍ଚ

ଟିକସଦାତାଙ୍କୁ ବଡ଼ ଆଶ୍ବସ୍ତି

ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ପୀୟୂଷ । ଟିଭି ପରଦାକୁ ସବୁ ଚାତକ ପରି ଅନେଇ ବସିଥିବା ବେଳେ ଲୋକସଭାରେ ବଡ଼ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ପୀୟୂଷ ଗୋୟଲ୍‌ । ଆୟକର ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ୫ଲକ୍ଷ ଟଙ୍କା ଯାଏଁ ଆୟକର ଛାଡ଼ । ପୂର୍ବରୁ ଛାଡ଼ ସୀମା ଥିଲା ୨.୫ ଲକ୍ଷ ।